ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ବଡ ଦିନ ଉପଲକ୍ଷେ ବାଲୁକା କଳା ନିର୍ମାଣ

ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ବଡ ଦିନ ଉପଲକ୍ଷେ ପୁରୀ ର ଲାଇଟ ହାଉସ ନିକଟସ୍ଥ ବେଳାଭୂମି ରେ ଥିବା ମାନସ ସାହୁ ସ୍ୟାଣ୍ଡ ଆର୍ଟ ପାର୍କ ରେ ବାଲୁକା କଳା ନିର୍ମାଣ କରିଛନ୍ତି । ଏହି ବାଲୁକା କଳା ରେ ସାରା ବିଶ୍ୱ କୁ Merry Christmas ର ବାର୍ତ୍ତା ଦେଇଛନ୍ତି |
ଏହି ପାର୍କ ରେ ବଡଦିନ ଉପଲକ୍ଷେ ସେ ତିନୋଟି ମୂର୍ତ୍ତି କରିଛନ୍ତି | ତାଙ୍କ ର ସମସ୍ତ ବାଲୁକା କଳାରେ ସାରା ବିଶ୍ୱ କୁ World Peace ର ବାର୍ତ୍ତା ଦେଇଛନ୍ତି । ଏହି ବାଲୁକା କଳା କରିବାକୁ ମାନସ ସାହୁଙ୍କୁ 5 ଦିନ ସମୟ ଲାଗିଥିଲା | ତାଙ୍କ ଅନୁଷ୍ଠାନର ଛାତ୍ରୀ ଇତିଶ୍ରୀ ସାହୁ, ସଚ୍ଚିଦାନନ୍ଦ ପ୍ରଧାନ ତାଙ୍କୁ ବାଲୁକା କଳା କରିବାରେ ସହଯୋଗ କରିଥିଲେ |

Share the News .....

Leave a Reply

Your email address will not be published. Required fields are marked *