ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ଅବସରରେ ବାଲୁକା ଏନିମେସନ

ପୂରୀ : ପ୍ରସିଦ୍ଧ ବାଲୁକା ଶିଳ୍ପୀ ମନସ ସାହୁ ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ଅବସରରେ ପୁରୀରେ ଥିବା ତାଙ୍କ ଷ୍ଟୁଡିଓରେ ରଙ୍ଗିନ ବାଲୁକା ଏନିମେସନ ସୃଷ୍ଟି କରିଛନ୍ତି। ମାତ୍ର ୨ ଘଣ୍ଟାରେ ସମ୍ପୂର୍ଣ୍ଣ ହୋଇଥିବା ଏହି କଳାକୃତିରେ ଭଗବାନ ହନୁମାନଙ୍କ ଶକ୍ତି ଓ ଭକ୍ତିକୁ ସୁନ୍ଦର ଭାବେ ପ୍ରତିଫଳିତ କରାଯାଇଛି।ଏହି ପବିତ୍ର ଅବସରରେ ସେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, “ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତିର ଅନେକ ଅନେକ ଶୁଭେଚ୍ଛା।”

Share the News .....

Leave a Reply

Your email address will not be published. Required fields are marked *