88ଟି ଚାଲାଣ କରାଯାଇ 1,29,890 ଟଙ୍କାର ଜୋରିମାନା

ପୁରୀ : ତା 21/3/26 ରୁ 31/3/26 ପ୍ରଯ୍ୟନ୍ତ Special Enforcement cum Road Safety Awareness Drive ରାଜ୍ୟ ପରିବହନ ଙ୍କ ତରଫରୁ ରଖାଯାଇଅଛି. ଏଣୁ ତା 21/03/26 ରିଖଠାରୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ତରଫରୁ ଏନ୍ଫୋର୍ସମେଣ୍ଟ ଏବଂ ଆୱାରନେସ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଅଛି. ତା 23/3/26 ରିଖରେ ଚାରିଛକ ଏବଂ ପୁରୀ କୁମ୍ଭାରପଡା ଥାନା ଠାରେ ଏନ୍ଫୋର୍ସମେଣ୍ଟ ଏବଂ ମାଳାତିପାଟପୁର ଠାରେ ଆୱାରନେସ କାର୍ଯ୍ୟକ୍ରମ କରାଯାଇଛି. ଏନ୍ଫୋର୍ସମେଣ୍ଟ & ଆୱାରନେସ ରେ ଆଞ୍ଚଳିକ ପରିବହନ ଅଧିକାରୀ ସୁସ୍ମିତା ବେହେରା, ସହକାରୀ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଦେବାଶିଷ ପଣ୍ଡା,ମୋଟର ଯାନ ନିରୀକ୍ଷକ ଶ୍ରୀ ବିଭୁ ରଞ୍ଜନ ନାୟକ, କନିଷ୍ଠ ମୋଟର ଯାନ ନିରୀକ୍ଷକ ଦମୟନ୍ତୀ ମାହାଲି, ଟ୍ରାଫିକ ଇନ୍ସ୍ପେକଟର ଶ୍ରୀ ସୁଶାନ୍ତ ପାତ୍ର ଉପସ୍ଥିତ ଥିଲେ, ଚାରିଛକ ଏବଂ ପୁରୀ କୁମ୍ଭାରପଡା ଥାନାର ଅଧିକାରୀ ମାନେ ମଧ୍ୟ ଏହି କାର୍ଯ୍ୟରେ ଯୋଗ ଦେଇଥିଲେ ଏବଂ ମାଲଟପଟପୁର ଠାରେ ବିଭିନ୍ନ ପ୍ରକାରର ସଡ଼କ ସୁରକ୍ଷା ଉପରେ ଆୱାରନେସ କରାଯାଇଥିଲା.ଏଥିରେ ଆଇନ ଉଲଘଂନ କାରୀଙ୍କ ଉପରେ ବିଭିନ୍ନ ପ୍ରକାରର 88ଟି ଚାଲାଣ କରାଯାଇ ଏଥିରେ 1,29,890ଟଙ୍କାର ଜୋରିମାନା କରାଯାଇଅଛି.
Special Enforcement cum Road Safety Awareness Drive
88ଟି ଚାଲାଣ କରାଯାଇ 1,29,890 ଟଙ୍କାର ଜୋରିମାନା
Puri: ତା 21/3/26 ରୁ 31/3/26 ପ୍ରଯ୍ୟନ୍ତ Special Enforcement cum Road Safety Awareness Drive ରାଜ୍ୟ ପରିବହନ ଙ୍କ ତରଫରୁ ରଖାଯାଇଅଛି. ଏଣୁ ତା 21/03/26 ରିଖଠାରୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ତରଫରୁ ଏନ୍ଫୋର୍ସମେଣ୍ଟ ଏବଂ ଆୱାରନେସ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଅଛି. ତା 23/3/26 ରିଖରେ ଚାରିଛକ ଏବଂ ପୁରୀ କୁମ୍ଭାରପଡା ଥାନା ଠାରେ ଏନ୍ଫୋର୍ସମେଣ୍ଟ ଏବଂ ମାଳାତିପାଟପୁର ଠାରେ ଆୱାରନେସ କାର୍ଯ୍ୟକ୍ରମ କରାଯାଇଛି. ଏନ୍ଫୋର୍ସମେଣ୍ଟ & ଆୱାରନେସ ରେ ଆଞ୍ଚଳିକ ପରିବହନ ଅଧିକାରୀ ସୁସ୍ମିତା ବେହେରା, ସହକାରୀ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଦେବାଶିଷ ପଣ୍ଡା,ମୋଟର ଯାନ ନିରୀକ୍ଷକ ଶ୍ରୀ ବିଭୁ ରଞ୍ଜନ ନାୟକ, କନିଷ୍ଠ ମୋଟର ଯାନ ନିରୀକ୍ଷକ ଦମୟନ୍ତୀ ମାହାଲି, ଟ୍ରାଫିକ ଇନ୍ସ୍ପେକଟର ଶ୍ରୀ ସୁଶାନ୍ତ ପାତ୍ର ଉପସ୍ଥିତ ଥିଲେ, ଚାରିଛକ ଏବଂ ପୁରୀ କୁମ୍ଭାରପଡା ଥାନାର ଅଧିକାରୀ ମାନେ ମଧ୍ୟ ଏହି କାର୍ଯ୍ୟରେ ଯୋଗ ଦେଇଥିଲେ ଏବଂ ମାଲଟପଟପୁର ଠାରେ ବିଭିନ୍ନ ପ୍ରକାରର ସଡ଼କ ସୁରକ୍ଷା ଉପରେ ଆୱାରନେସ କରାଯାଇଥିଲା.ଏଥିରେ ଆଇନ ଉଲଘଂନ କାରୀଙ୍କ ଉପରେ ବିଭିନ୍ନ ପ୍ରକାରର 88ଟି ଚାଲାଣ କରାଯାଇ ଏଥିରେ 1,29,890ଟଙ୍କାର ଜୋରିମାନା କରାଯାଇଅଛି.
