ସ୍ୟାଣ୍ଡ ଆନିମେସନରେ ହ୍ୟୁମାନଙ୍କୁ ଶ୍ରଦ୍ଧାଞ୍ଜଳି

ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗରେ ଓଡ଼ିଆ ସିନେଜଗତ ଓ ଓଡିଆ ସଙ୍ଗୀତ ଜଗତ ପାଇଁ ଦୁଖଦ ଘଟଣା ଓ ଅପୁରଣିୟ କ୍ଷତି । ଏହି ମହାନ କଣ୍ଠଶିଳ୍ପୀଙ୍କୁ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ସ୍ୟାଣ୍ଡ ଆନିମେଟର ଶ୍ରୀଧର ଦାସ ଏକ ସ୍ୟାଣ୍ଡ ଆନିମେଶନ ପ୍ରସ୍ତୁତ କରିଛନ୍ତି। ଏହି ସ୍ୟାଣ୍ଡ ଆନିମେସନକୁ ପ୍ରସ୍ତୁତ କରିବା ନିମନ୍ତେ ଶ୍ରୀଧର ଦାସଙ୍କୁ ପ୍ରାୟ ଏକ ଘଣ୍ଟା ସମୟ ଲାଗିଥିଲା ବୋଲି ସେ କହିଛନ୍ତି ।
