ଆଜିର ପଞ୍ଜିକା

ଆଜି ଅକ୍ଟୋବର ମାସ ୧୧ ତାରିଖ ୨୦୨୫ ମସିହା (ଶନିବାର)
ଶକାବ୍ଦ -୧୯୪୭
ସମ୍ବତ -୨୦୮୨

କାର୍ତ୍ତିକମାସ- କୃଷ୍ଣ ପକ୍ଷ ପଞ୍ଚମୀ ଦିବା ଘ୦୫/୫୬ ଗତେ ଷଷ୍ଠୀ
ନକ୍ଷତ୍ର- ରୋହିଣୀ ଦିବା ଘ୦୪/୧୯ ଗତେ ମୃଗଶିରା
ଚନ୍ଦ୍ର- ବୃଷ ରାତ୍ରି ଘ୦୩/୨୫ ଗତେ ମିଥୁନ
ସୌରମାସ- କନ୍ୟା ୨୫ ଦିନ

ଆଜିର ସୁର୍ୟୋଦୟ-ପ୍ରାତଃ ଘ୦୫/୪୪/୧୭
ଆଜିର ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୪/୨୧
ଯୋଗିନୀ ଦକ୍ଷିଣେ ଦିବା ଘ୦୫/୫୬ ଗତେ ପଶ୍ଚିମେ*
*କନ୍ୟା ରାଶିର ଘାତଚନ୍ଦ୍ର
ବୃଷ ,ସିଂହ ଓ କନ୍ୟା ରାଶିର ଘାତବାର
ପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ

କାଳବେଳା -ଦିବା ଘ୦୭/୧୩ ମଧ୍ୟେ ଓ ଦିବା ଘ୦୩/୧୭ ଗତେ ଘ ୦୫/୨୫ ମଧ୍ୟେ
ବାରବେଳା- ଦିବା ଘ୦୧/୦୨ ଗତେ ଘ ୦୨/୩୦ ମଧ୍ୟେ
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୮ ଗତେ ଘ୦୯/୪୪ ମଧ୍ୟେ ଓ ଘ୧୨/୦୭ ଗତେ ଘ୦୧/୦୧ ମଧ୍ୟେ ରାତ୍ରି ଘ୧୨/୩୭ ଗତେ ଘ୦୨/୧୧ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୨/୧୩ ଗତେ ଘ୦୩/୦୧ ମଧ୍ୟେ
ଆଜି ବେଲ ଦିବା ଘ୦୫/୫୬ ଗତେ ନିମ୍ବ ଭକ୍ଷଣ ନିଷେଧ ।

Share the News .....

Leave a Reply

Your email address will not be published. Required fields are marked *