ଅନ୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପୁରୀ : ପୁରୀର ଅନ୍ନପୁର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବ୍ରହ୍ମଗିରି ବ୍ଲକ କପିଳେଶ୍ୱର ପୁର ପଞ୍ଚାୟତ ର ତିନିକୁଦି ଗ୍ରାମରେ ଗ୍ରାମବାସୀଙ୍କ ସହଭାଗିତାରେ ବିଭିନ୍ନ ଜଙ୍ଗଲ ଜାତ ବୃକ୍ଷ,ଔଷଧୀୟ ଗଛ ସହ ଫଳ ଗଛ ସମୁଦାୟ 2000ଗଛ ପୂଜନ ସହ ରୋପଣ କରାଗଲା। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ର ସରପଞ୍ଚ ଦୀନବନ୍ଧୁ ମଚୁଆ,  ଭାରତୀୟ  ଜନତା  ପାର୍ଟିର ବରିଷ୍ଠ   ପଠାଣି ଜେନା, ତରୁଣ କବି ଦାମୋଦର ପରିଡ଼ା , ପ୍ରତାପ ଦାସ, ଦୁନିଆ ସ୍ୱାଇଁ ସହ ସମସ୍ତ ଗ୍ରାମବାସୀବୃନ୍ଦ ଙ୍କ ସହ ଟ୍ରଷ୍ଟ ପ୍ରତିଷ୍ଠାତା ଡକ୍ଟର ପ୍ରମୋଦ କୁମାର ଆଚାର୍ଯ୍ୟ ବୃକ୍ଷ ପୂଜନ କରିବା ପରେ ବୃକ୍ଷରୋପଣ କରିଥିଲେ।

Share the News .....

Leave a Reply

Your email address will not be published. Required fields are marked *