ସଫଳତାର ସଂଘର୍ଷ ଓ ଜୀବନର କଥା | ସ୍ତମ୍ଭକାର ପ୍ରୀତିଛନ୍ଦା ଧଳ | Odisha Point Podcast

Odisha Point Podcastର ଏହି ବିଶେଷ ଏପିସୋଡ୍‌ରେ ଆଜିର ଅତିଥି ସ୍ତମ୍ଭକାର ପ୍ରୀତିଛନ୍ଦା ଧଳଙ୍କ ସହ ଜୀବନ, ସଂଘର୍ଷ, ସଫଳତା, ଅନୁଭୂତି ଓ ନିଜକୁ ପ୍ରମାଣ କରିବାର ଯାତ୍ରା ନେଇ ହେବ ବିସ୍ତୃତ ଆଲୋଚନା। ଏହି episode ରେ ରହିଛି ଅନେକ ଅନୁଭବ, ପ୍ରେରଣାଦାୟକ କଥା ଓ ଜୀବନର କିଛି ଅଜଣା ଦିଗ।

🎙️ ODISHA POINT PODCAST 📌 Positive News • Positive Thoughts ଭିଡିଓଟି ଭଲ ଲାଗିଲେ Like, Comment, Share କରନ୍ତୁ ଏବଂ Odisha Pointକୁ Subscribe କରିବାକୁ ଭୁଲନ୍ତୁ ନାହିଁ।

ଅସ୍ୱୀକରଣ (Disclaimer):

ଏହି ପଡ୍‌କାଷ୍ଟରେ ବ୍ୟକ୍ତ ହୋଇଥିବା ସମସ୍ତ ମତାମତ, ଅନୁଭବ ଓ ଭାବନା ସମ୍ପୂର୍ଣ୍ଣ ଭାବେ ଅତିଥିଙ୍କ ବ୍ୟକ୍ତିଗତ। ଏହା Odisha Point Podcast କିମ୍ବା ଏହାର ସଂପାଦକୀୟ ଦଳର ଆଧିକାରିକ ମତାମତ ବୋଲି ଗ୍ରହଣ କରାଯିବ ନାହିଁ। ଏହି ଭିଡିଓର ଉଦ୍ଦେଶ୍ୟ କେବଳ ସୂଚନା, ଜ୍ଞାନ ବିନିମୟ ଓ ସକାରାତ୍ମକ ଆଲୋଚନାକୁ ପ୍ରୋତ୍ସାହନ ଦେବା। କୌଣସି ବ୍ୟକ୍ତି, ସଂସ୍ଥା, ସମ୍ପ୍ରଦାୟ, ଧର୍ମ କିମ୍ବା ରାଜନୈତିକ ଦଳର ଭାବନାକୁ ଆଘାତ କରିବା ଆମର ଉଦ୍ଦେଶ୍ୟ ନୁହେଁ।

© 2026 Odisha Point. All Rights Reserved.

Share the News .....

Leave a Reply

Your email address will not be published. Required fields are marked *