ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର, ସଂଘ ପରିଚୟବର୍ଗ

ପୁରୀ : ପୁରୀର ଘୋଡ଼ା ବଜାର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ,ଦିବା ୧୦/୩୦ରେ ପୁରୀଜିଲ୍ଲା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପକ୍ଷରୁ ନାଗରିକ ସଂଗୋଷ୍ଠି, ବୁଦ୍ଧିଜିଵୀ, ଅଧ୍ୟାପକ, ଅଧିବକ୍ତା, ପୂର୍ବ ସୈନିକ, ବ୍ୟାଙ୍କ କର୍ମଚାରୀ, ସ୍ବାସ୍ଥ୍ୟ କର୍ମୀ ଆଦି ବର୍ଷାକୁ ପଛରେ ପକାଇ ବୈଠକରେ ଭାଗନେଇଥିଲେ,ଏହି କାର୍ଯ୍ୟ ରେ ଜିଲ୍ଲା ସଂଘ ଚାଳକ ଶ୍ରୀ ଯୁକ୍ତ ରମେଶ ଚନ୍ଦ୍ର ମାଝୀ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଙ୍କ ସଭାପତିତ୍ବରେଏଵଂଜିଲ୍ଲାକାର୍ଯ୍ଯବାହ ସର୍ବେଶ୍ଵର ଵିଶୋଇଙ୍କପରିଚୟପ୍ରଦାନ ପରେମୁକ୍ଷ୍ଯବକ୍ତା ଓଡ଼ିଶା ଉଚ୍ଚ ନ୍ୟାୟାଳୟ ରବରିଷ୍ଟ ଆଇନଜୀବୀ ତଥା ପୂର୍ବପ୍ରାନ୍ତସମ୍ପର୍କପ୍ରମୁଖଶ୍ରୀ ଯୁକ୍ତ ସର୍ବେଶ୍ଵର ବେହେରା ସଂଘ ଶହେବର୍ଷ ପାରକରି ବିଶ୍ଵ ରେ ଏକ ଅଗ୍ରଣୀ ସଂଗଠନ ରୂପେ ସର୍ବ ବ୍ୟାପି ସମ୍ମାନିତ ହୋଇଛି, ବ୍ୟକ୍ତିକୁ ଗୁରୁ ନକରି ଗୈରୀକ ଧ୍ବଜକୁ ଗୁରୁ ର ସମ୍ମାନଦେଇଛି ଓ ହିନ୍ଦୁତ୍ବ କୁଵିଚାରକରୁଛି, ଜଣେ ହିନ୍ଦୁ ଥିଲେ ମଧ୍ୟ ଭାରତ ହିନ୍ଦୁ ରାଷ୍ଟ୍ର, ସମସ୍ତେ ସଂଘକୁ ଵିଚାର କରି ସାମିଲ ହେବାକୁ କଥା ରଖିଥିଲେ। ତାପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରେ ବାମଦେବ ନାୟକ ଧନ୍ୟବାଦ ଦେଇଥିଲେ ।
