୨୪ତମ ଜାତୀୟ ଲୋକମେଳା ୨୦୨୬ ର ଅଫିସିଆଲ୍ ବ୍ରୋଚର୍ ଉନ୍ମୋଚିତ

ନୂଆଦିଲ୍ଲୀ : ୨୪ତମ ଜାତୀୟ ଲୋକମେଳା ୨୦୨୬ ଓ ୧୭ତମ ଜାତୀୟ କୃଷୀମେଳା ୨୦୨୬ ର ଅଫିସିଆଲ୍ ବ୍ରୋଚର୍ ପୁରୀର ସାଂସଦ ଡଃ ସମ୍ବିତ୍ ପାତ୍ର ଓ ପୂର୍ବତନ ବିଧାୟକ ଶ୍ରୀ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି।ଏହି ଦୁଇଟି ଜାତୀୟ କାର୍ଯ୍ୟକ୍ରମ ଜୁନ୍ ୧ ତାରିଖରୁ ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ପୁରୀର ଗୋଲ୍ଡେନ୍ ସି ବିଚ୍‌ରେ ଅନୁଷ୍ଠିତ ହେବ। ଭାରତର ଜାତୀୟ ସଂସ୍କୃତି, ଆଦିବାସୀ ପରମ୍ପରା ଓ କୃଷି ଐତିହ୍ୟର ଏକ ବିଶାଳ ଉତ୍ସବ ଅନୁଷ୍ଠିତ ହେବ।

Share the News .....

Leave a Reply

Your email address will not be published. Required fields are marked *