ଆସନ୍ତା ୭ ଓ ୮ ରେ ଜାପାନ କଳାକାରଙ୍କ ନୃତ୍ୟରେ ଦୁଲୁକିବ ତାଳବଣିଆ

ପୁରୀ : ଆସନ୍ତା ୭ ଓ ୮ ଦୁଇ ଦିନ ଧରି ସନ୍ଧ୍ୟା ୬ଟାରେ ଇଣ୍ଡିଆ- ଜାପାନ ଫ୍ରେଣ୍ଡସିପ୍ ସେଣ୍ଟର ପକ୍ଷରୁ ସ୍ଥାନୀୟ ତାଳବଣିଆ ପଡ଼ିଆଠାରେ ଓଡ଼ିଶା-ଜାପାନ ପର୍ବ ମହାସମାରୋହ ରେ ଅନୁଷ୍ଠିତ ହେବ ବୋଲି ସେଣ୍ଟରର ସଭାପତି ଶ୍ରୀମନ୍ତ୍ର କୁମାର ଦାଶ ପ୍ରେସ୍ ଇସ୍ତାହାର ଜରିଆରେ ସୂଚନା ଦେଇଛନ୍ତି। ଏହି ପର୍ବରେ ଗୋଟିଏ ମଞ୍ଚରେ ଦୁଇ ଦେଶର କଳାକାରମାନେ ନିଜ ନିଜ ଦେଶର କଳା ସଂସ୍କୃତିର ଝଲକ ପ୍ରଦ ର୍ଶନ କରିବେ। ଫଳରେ ଦୁଇ ଦେଶର କଳା ସଂସ୍କୃତିର ଭାବ ବିନିମୟ ହୋଇ ପାରିବା ସହ ପର୍ଯ୍ୟଟନର ବିକାଶ ହୋଇ ପାରିବ ବୋଲି ସେ ଆଶାପ୍ରକଟ କରିଛ ନ୍ତି । ଉକ୍ତ ପର୍ବରେ ସାମିଲ ହୋଇ ଦୁଇ ଦେଶର କଳାକାରଙ୍କ ନିଖୁଣ କଳାକୁ ନିଶୁଳ୍କରେ ଦେଖିପାରିବା ସହିତ ପଯ୍ୟଟ ନ, ଶିକ୍ଷା , ଅର୍ଟ କର୍ଲଚରାଲ, ଟ୍ରେଡେ ଓ ଟେକ୍ସଟାଇଲର ଖୋଲିଥିବା ଷ୍ଟଲ ବୁଲି ଦେଖି ପାରିବେ ବୋଲି ଶ୍ରୀ ଦାଶ ସ୍ପଷ୍ଟ କରିଛନ୍ତି।

Share the News .....

Leave a Reply

Your email address will not be published. Required fields are marked *