ମହାମହିମ ରାଷ୍ଟ୍ରପତିଙ୍କ ଓଡିଶା ଆଗମନରେ ସ୍ୟାଣ୍ଡ୍ ଆନିମେସନ

ମହାମହିମ ରାଷ୍ଟ୍ରପତି ତଥା ଦେଶର ପ୍ରଥମ ନାଗରିକ ଓଡିଶା ରେ ଥିବା ଚାରିଧାମ ମଧ୍ୟରୁ ଅନ୍ୟତମ ଜଗନ୍ନାଥ ମନ୍ଦିର ଏବଂ ପୁରୀ ରେ ଥିବା ଶ୍ୱେତଗଙ୍ଗାରେ ଶ୍ରାଦ୍ଧ ପ୍ରଦାନ କରିବାକୁ ଆସୁଛନ୍ତି। ତାଙ୍କର ପୁରୀ ଗସ୍ତ ଏବଂ ପ୍ରଭୁ ଙ୍କ ପାଖରେ ପ୍ରାର୍ଥନାକୁ ଅତି ସୁନ୍ଦର ନିଖୁଣ ଭାବରେ ନିଜ ବାଲୁକା ସ୍ୟାଣ୍ଡ ଆନିମେସନରେ ଚିତ୍ରଣ କରିଛନ୍ତି ବିଶ୍ୱ ବିଖ୍ୟାତ ବାଲୁକା ସ୍ୟାଣ୍ଡ ଆନିମେଟର ମାନସ ସାହୁ । ମହାମହିମ ରାଷ୍ଟ୍ରପତି ଏହି ସ୍ୟାଣ୍ଡ ଆନିମେସନକୁ ପ୍ରସ୍ତୁତ କରିବାକୁ ମାନସଙ୍କୁ ୨ଘଣ୍ଟା ସମୟ ଲାଗିଥିଲା । ଏଥିରେ ସେ “Welcome to Puri, Odisha” ର ବାର୍ତ୍ତା ଦେଇଛନ୍ତି |
