ସୂର୍ଯ୍ୟ ମନ୍ଦିର ଜଗମୋହନରୁ ବାଲି କାଢ଼ିବା ପକ୍ରିୟାର ସ୍ଥିତି ଅନୁଧ୍ୟାନ କଲେ ଏଏସଆଇ ଏକ୍ସପୋର୍ଟ ଟିମ୍
କୋଣାର୍କ:ବିଶ୍ଵ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ଜଗମୋହନରୁ ବାଲି କଢ଼ାଯିବାନେଇ ଚାଲିଥିବା ପ୍ରକ୍ରିୟାର ସ୍ଥିତିକୁ ଅନୁଧ୍ୟାନକରିଛନ୍ତି ଏଏସଆଇ ର ଏଡିଜି ଜାନଭି ଶର୍ମା ଓ ଏକ୍ସପୋର୍ଟ ଟିମ୍
Read more